-
‘କିଶୋରନଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କପ୍’କେନ୍ଦ୍ରମନ୍ତ୍ରୀଙ୍କ ଯୋଗଦାନ
-
ଫାଇନାଲ୍ ବିଜୟୀ ଦଳକୁ ପୁରସ୍କୃତ କଲେ କେନ୍ଦ୍ରମନ୍ତ୍ରୀ
-
କ୍ରୀଡ଼ା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେଏଭଳି ପ୍ରୟାସ ପ୍ରଶଂସନୀୟ
ଅନୁଗୋଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କିଶୋରନଗର ଠାରେ ଆୟୋଜିତ‘କିଶୋରନଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କପ୍ ୨୦୨୫-୨୬’ରେ ଯୋଗ ଦେଇଥିଲେ।ଫାଇନାଲରେବିଜୟୀ ଦଳକୁ ପୁରସ୍କୃତ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଏହାସହ ମଧ୍ୟ ପଢନ୍ତୁ : ଅନୁଗୋଳ ବାମୁର ଠାରେ ‘ରାଜ୍ୟସ୍ତରୀୟ ଚଷା ମହାସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଏହାସହ ମଧ୍ୟ ପଢନ୍ତୁ : ଅନୁଗୋଳ କିଶୋରନଗରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…