ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

‘ଅପରେସନ ସିନ୍ଦୂର’ ଉପରେ ଆମେରିକାର ବଡ଼ ବୟାନ, କହିଲା- ଉତ୍ତେଜନା କମ୍ କର …

Published By : Prameya | May 9, 2025 11:44 PM

ନୂଆଦିଲ୍ଲୀ,୯/୫ :  ଭାରତ- ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ଆମେରିକା ଶୁକ୍ରବାର କହିଛି କି ଦୁଇ ଦେଶ ଖୁବଶୀଘ୍ର ଏହାକୁ ଶେଷ କର । ହ୍ବାଇଟ ହାଉସର ପ୍ରେସ ସଚିବ କ୍ୟାରେଲିନ ଲେବିଟ କହିଛନ୍ତି କି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଁଛନ୍ତି କି ଏହି ଉତ୍ତେଜନା ଶେଷ ହେଉ । ଉଭୟ ଦେଶ ସହ ତାଙ୍କର ଭଲ ସମ୍ପର୍କ ଅଛି ।

ଭାରତ- ପାକିସ୍ତାନ ସଂଘର୍ଷ ଉପରେ କ୍ୟାରେଲିନ ଲେବିଟ କହିଛନ୍ତି କି, ଏହି ମାମଲାରେ ବିଦେଶ ମନ୍ତ୍ରୀ ଏବଂ ଏବେ ଆମର ଏନଏସଏ ମାର୍କୋ ଋବିୟୋ ବି ସାମିଲ ଅଛନ୍ତି । ରାଷ୍ଟ୍ରପତି କହିଛନ୍ତି କି ସେ ଚାହୁଁଛନ୍ତି କି ଏହି ଉତ୍ତେଜନା ଖୁବଶୀଘ୍ର କମିଯାଉ । ସେ ବୁଝିପାରୁଛନ୍ତି ଯେ ଏହି ଦୁଇ ଦେଶର ଦଶନ୍ଧି ଧରି ପରସ୍ପର ସହିତ ମତଭେଦ ରହିଛି । ମାତ୍ର ତାଙ୍କର ଦୁଇ ଦେଶର ନେତାଙ୍କ ସହ ଭଲ ସମ୍ପର୍କ ଅଛି । ବିଦେଶ ମନ୍ତ୍ରୀ ମାର୍କୋ ଋବିୟୋ ଦୁଇ ଦେଶର ନେତାଙ୍କ ସହ ଲଗାତର ଭାବେ ସମ୍ପର୍କରେ ଅଛନ୍ତି ଏବଂ ଲାଗି ରହିଥିବା ଏହି ଉତ୍ତେଜନାକୁ ଶେଷ କରିବାକୁ ପ୍ରୟାସ କରୁଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.