ରାଜସୁନାଖଳା, ୧୪।୪ (ଆପ୍ର ) : ଗତ ୯ ତାରିଖରେ ଦୁର୍ଘଟଣାରେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଚିତ୍ତରଞ୍ଜନ ସାହୁଙ୍କ ବୁଧବାର ମୃତ୍ୟୁ ଘଟିଛି। ଚିତ୍ତରଞ୍ଜନଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖା ଦେଇଛି। ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଡିହଗାଁ ଗ୍ରାମବାସୀ। ଚିତ୍ତରଞ୍ଜନଙ୍କ ମୃତଦେହକୁ ଜାତୀୟ ରାଜପଥ ଉପରେ ରଖି ରାସ୍ତା ଅବରୋଧ କରିଛନ୍ତି | ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଲୋକଙ୍କୁ ବୁଝା ସୁଝା ଜାରି ରଖିଛି |

ଏକାଠି ହେବେ କି ଅଜିତ୍ -ଶରଦ ପାଓ୍ବାର ? ଦାଦା-ପୁତୁରା...