ଆନନ୍ଦପୁର, ୨୬/୦୭: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳ ସ୍ତର ବିପଦ ସଂକେତ ନିକଟତର ହେବାରେ ଲାଗିଛି । ଆନନ୍ଦପୁର ଠାରେ ବୈତରଣୀ ବିପଦ ସଂକେତ ୩୮.୩୬୦ ମି. ରହିଥିବା ବେଳେ ଏଠାରେ ନଦୀର ଜଳ ସ୍ତର ୩୭.୪୦୦ ମି. ଉପରେ ପ୍ରବାହିତ ହେଉଛି । ଫଳରେ ତଳ ଅଞ୍ଚଳର ଲୋକଙ୍କ ମଧ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତେବେ ଜଳସ୍ତର ବର୍ତ୍ତମାନ ୩୮.୨୨୦ ମି. ରହିଛି ।

‘ବେଙ୍ଗଲ ପାଲଟିଯିବ ବାଂଲାଦେଶ’; ପଶ୍ଚିମବଙ୍ଗରେ ଭୋଟର...