ଛତ୍ରପୁର,୧୪/୦୯: ଛତ୍ରପୁର ପୁଲିସ ରିଜର୍ଭ ପଡିଆଠାରେ ହୋମଗାର୍ଡର ଫିଜିକାଲ୍ ଟେଷ୍ଟ ପାଇଁ ଦୌଡ଼ିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ଶିବରାମ ତାରାସିଂ ଘର ତୁଳସୀପଲ୍ଲୀ l ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ଅଣାଯାଇଥିଲା l ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l