ଭୁବନେଶ୍ୱର ୦୫/୧୨: ଅନ୍ଲାଇନ୍ ଗେମ୍ ଖେଳିବା ହେଲା କାଳ। ଗେମ୍ ଖେଳରେ ହାରିବା ପରେ ଜୀବନ ହାରିଦେଲେ ପୁରୁଣା ଭୁବନେଶ୍ୱର ବଡୁ ସାହିର ଯୁବକ ଶଶାଙ୍କ ଶତପଥୀ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କଲା ପୋଲିସ। ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ଲିଙ୍ଗଥାନା ପୋଲିସ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି।

ଶରଦ ପାୱାରଙ୍କ ଦଳରେ ହଲଚଲ୍, ଅଧକ୍ଷ ପଦ ଛାଡ଼ିଲେ ଜୟନ...