ସମ୍ବଲପୁର,୨୯/୭ : ଚାଉଁରପୁର ଦ୍ବିତୀୟ ସେତୁରୁ ଡେଇଁ ଯୁବକ ନିଖୋଜ । ସମ୍ବଲପୁର ମହାନଦୀର ଦ୍ବିତୀୟ ସେତୁରୁ ଡେଇଁ ନିଖୋଜ । ଏହି ଘଟଣା ପରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଗ୍ନିଶମ ବାହୀନି ପହଂଚିଛନ୍ତି ।
ବର୍ତ୍ତମାନ ହୀରାକୁଦର ୧୮ଟି ଗେଟ୍ ଖୋଲାଥିବାବେଳେ ପାଣିର ସ୍ରୋତ ପ୍ରଖର ରହିଛି । ଫଳରେ ସେ ତଳକୁ ଭାସି ଯାଇଥିବା ଅନୁମାନ କରାଯାଉଛି ।