ପ୍ରମୂଖ ଖବର
  • ଭାପୁର : ବ୍ରିଜ ନିର୍ମାଣ ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକ ମୃତ, ଜଣେ ଆହତ
  • ||
  • ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ୫ ହଜାର ଟଙ୍କାର ଜରିମାନା
  • ||
  • ଛତ୍ରପୁର : ହୁମା ନିକଟ ଜାତୀୟ ରାଜପଥ ଉପରେ ଲୁଟ୍‌ ଉଦ୍ୟମ, କାର୍‌ ଉପରକୁ ୮ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ମୁମ୍ବାଇ ସିଟିକୁ ଭେଟିବ ଓଡ଼ିଶା ଏଫ୍‌ସି
  • ||
  • ରାଉରକେଲା ରେଳ ଷ୍ଟେସନରୁ ୫୮କେଜି ରୂପା ଜବତ, ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କଲା ଜିଆରପି
  • ||
  • ଟାଙ୍ଗୀ : ନିମ୍ୱ ଗଛରୁ ବୋହୁଛି କ୍ଷୀର, ଗଛକୁ ପୂଜା କରୁଛନ୍ତି ଲୋକେ
  • ||
  • ହାଇଦ୍ରାବାଦରେ ଅଲ୍ଲୁଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋରେ ଦଳାଚକଟା, ମହିଳା ମୃତ,ଏକାଧିକ ଆହତ
  • ||
  • ମନି ଲଣ୍ଡରିଂ ମାମଲାରେ ଆଇଏସ ସଂଞ୍ଜୀବ ହଂସଙ୍କ ବଢିଲା ଅଡୁଆ, ୧୩ ସ୍ଥାନରେ ରେଡ଼୍
  • ||
  • ଶିମିଳିପାଳରେ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା, ୩ ଅଭିଯୁକ୍ତ ଗିରଫ
  • ||
  • ଓୟୁଏଟି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ, ସନ୍ଧ୍ୟାରେ ଜୁଡିସିଆଲ କମ୍ପେ୍ଲକ୍ସର କରିବେ ଉଦ୍‌ଘାଟନ
  • ||
  • ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଶପଥ ଉତ୍ସବରେ ହେବେ ସାମିଲ
  • ||
  • ଭଦ୍ରକ : ବେକରେ ଛୁରୀ ଲଗାଇ ଲୁଟ୍‌ କଲେ ୬ ଦୁର୍ବୃତ୍ତ, ପରିବାରର ୪ ସଦସ୍ୟ ଆହତ
  • ||
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନବିସ; ଅଜିତ, ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ
  • ||
  • ଶନିବାରଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||
  • ଭଦ୍ରକ : କାର୍‌ରୁ ୯ ଗୋରୁ ଉଦ୍ଧାର, ୨ ଗିରଫ
  • ||

ମହାରାଷ୍ଟ୍ରରେ ନିର୍ବାଚନ ପ୍ରଚାର ବେଳେ ହଠାତ ବିଗିଡିଲା ଗୋବିନ୍ଦାଙ୍କ ସ୍ବାସ୍ଥ୍ୟ, ଫେରିଗଲେ ମୁମ୍ବାଇ

ମୁମ୍ବାଇ,୧୬।୧୧: ଅଭିନେତାରୁ ନେତା ହୋଇଥିବା ଗୋବିନ୍ଦା ଶନିବାର ଜଲଗାଓଁ ଜିଲ୍ଲାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିଲେ। ଏହି ସମୟରେ ହଠାତ ବିଗିଡି ଯାଇଥିଲା ତାଙ୍କ ସ୍ବାସ୍ଥ୍ୟବସ୍ଥା, ଯେଉଁ କାରଣରୁ ତାଙ୍କୁ ପ୍ରଚାର ଅଭିଯାନକୁ ରୋକିବାକୁ ପଡିଥିଲା। ଗୋବିନ୍ଦା,ମୁକ୍ତାଇନଗର, ପଚୋରା ଓ ଚୋପଡାରେ ନିର୍ବାଚନ ପ୍ରଚାର ପାଇଁ ଜଲଗାଓଁରେ ଥଲେ, ଏବେ ମୁମ୍ବାଇ ଫେରି ଆସିଛନ୍ତି।

ଗୋବିନ୍ଦ ପଚୋରାରେ ଏକ ରୋଡ ଶୋ’ କରୁଥିଲେ। ସେଠାରେ ତାଙ୍କୁ କରାଯାଇଥିଲା ଭବ୍ୟ ସ୍ବାଗତ। ଏହି ସମୟରେ ତାଙ୍କ ଦେହ ହଠାତ ଖରାପ ହୋଇଯାଇଥିଲା। ଏହାପରେ  ରୋଡ୍‌ ଶୋ’କୁ ଅଧାରେ ରୋକି ଦିଆଯାଇଥିଲା ଓ ସେ ତୁରନ୍ତ ମୁମ୍ବାଇ ଫେରି ଯାଇଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ,ରୋଡ୍ ଶୋ’ ବେଳେ ଅଭିନେତାଙ୍କ ଛାତି ଓ ଗୋଡ଼ରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହି କାରଣରୁ ତାଙ୍କୁ ମଝିରେ ରୋଡ ଶୋ’କୁ ରୋକିବାକୁ ପଡିଥିଲା। ତେବେ ଏପର୍ଯ୍ୟନ୍ତ ଅଭିନେତାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଗୋବିନ୍ଦା ଏହି ରୋଡ୍‌ ଶୋ’ ବେଳେ ଲୋକଙ୍କୁ ବିଜେପି, ଶିବସେନା ଓ ଏନ୍‌ସିପି ମେଣ୍ଟ ସରକାରକୁ ଭୋଟ ଦେବାକୁ କହିଥିଲେ। ଗୋବିନ୍ଦା କଂଗ୍ରେସର ପୂର୍ବତନ ଲୋକସଭା ସାଂସଦ ରହିସାରିଛନ୍ତି, କିନ୍ତୁ ଏବେ ସେ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାରେ ଅଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.