ପାଟଣାଗଡ,୭।୧୦ : ପାଟଣାଗଡ ବେଲପଡା ବ୍ଲକ ଭରୁଆମୁଣ୍ଡା ଗାଁ ନିକଟରେ ବାଇକକୁ ଟ୍ରକ ଧକ୍କା ଦେବାରୁ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ହେଲେ ଭରୁଆମୁଣ୍ଡା ଗାଁର ସଞ୍ଜୁ ନାୟକ ଓ କେଶବ ମାଝୀ।  ପରିବାର ଲୋକେ ପାଟଣାଗଡ କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଖବର ପାଇ ବେଲପଡା ପୋଲିସ ପହଞ୍ଚି ଘଟଣା ସ୍ଥଳରେ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।

ଆହୁରି ପଢନ୍ତୁ :   ବାଇକ-ଟ୍ରେଲର ମଧ୍ୟରେ ଧକ୍କା, ୩ ମୃତ