​​​​​​​କଟକ,୧୫।୯ :  ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡ ସହ  ୫୦ ହଜାର ଟଙ୍କା ଜରିମନା ଦଣ୍ଡାଦେଶ ଶୁଣାଇଲେ କଟକ ପୋକସୋ ଅଦାଲତ  । ଅଭିଯୁକ୍ତ ଜଣକ ହେଲେ ଦିଲ୍ଲୀପ ସାମନ୍ତରାୟ। ଏଥିସହ ପୀଡିତା ନାବାଳିକାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ  କୋର୍ଟ ନିର୍ଦେଶ ଦେଇଛନ୍ତି। ୨୦୨୪ ମସିହାରେ ଆଠଗଡ଼ ଥାନା ଅଧୀନ ଅଞ୍ଚଳରେ ଘଟଣା ଘଟିଥିଲା