ଭୁବନେଶ୍ବର, ୧୯।୧୧ : ଧଉଳି ଶାନ୍ତିସ୍ତୁପ ତଳୁ ବ୍ରାଉନସୁଗାର ଜବତ। ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ବ୍ରାଉନସୁଗାର ବିକିବା ଅଭିଯୋଗ ରେ ଦୁଇ ବେପାରୀ ଗିରଫ । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ କେନାଲ ରୋଡର ପ୍ରଦୀପ କୁମାର ପାତ୍ର ଓ ଖୋର୍ଦ୍ଧାର ମହମଦ ସହନୱାଜ ହୁସେନ । ସେମାନଙ୍କ ଠାରୁ ବାଇକ୍ ସହ ୨୬୪ ଗ୍ରାମ ବ୍ରାଉନସୁଗାର ଜବତ୍ ହୋଇଛି ।