ଭୁବନେଶ୍ୱର,୧୦/୧୦ :  ବର୍ଷା ରାତିରେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଭୁବନେଶ୍ୱର ୟୁନିଟ ୯ ଅଂଚଳରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ। ଯୁବକଙ୍କ ମୃତ୍ୟୁକୁ ନେଇ ସନ୍ଦେହ।

ଆତ୍ମହତ୍ୟା ନା ହତ୍ୟା କରି ଆତ୍ମହତ୍ୟା ରୁପ ଦିଆଯାଇଛି ତାକୁ ନେଇ ସନ୍ଦେହ ବଢୁଛି । ସହିଦ ନଗର ଅଂଚଳରେ ଘଟିଛି ଘଟଣା । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ। ଘଟଣାକୁ ନେ଼ଇ ବଢୁଛି ସସ୍ପେନ୍ସ।