ବନ୍ତଳା ,୧/୧୧(ଆପ୍ର) -   ଅନୁଗୋଳ ରେଞ୍ଜ ଅନ୍ତର୍ଗତ ଗୁରଙ୍ଗ ଗାଁ ନିକଟ ମନ୍ଦରପୂରଠାରେ ଥିବା  ଏକ ଖୋଲା  କୂଅରେ ଗୋଟିଏ ହାତୀ ଖସି ପଡ଼ିଛି । ପ୍ରଥମେ  ସ୍ଥାନୀୟ ଲୋକେ ଏହି ଘଟଣା ସ୍ଥାନୀୟ ଜାଣିବା ପରେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ବନ ବିଭାଗ ପହଞ୍ଚି ଜେସିବି ସହାୟତାରେ ହାତୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ହାତୀକୁ ଦେଖିବା ପାଇଁ ଲୋକଙ୍କ ଭିଡ କୂଅ ନିକଟରେ  ଲାଗି ରହିଛି। ଗତ ଦୁଇ ଦିନ ହେବ ହାତୀପଲ ଧାନ ଫସଲ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନଷ୍ଟ କରୁଥିଲେ ।