ଭୁବନେଶ୍ବର, ୧୫।୧୦ :  ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ।  ଆସନ୍ତା ଅକ୍ଟୋବର ୧୮ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  ଜୁଲାଇ ୧ରୁ ଶିମିଳିପାଳ ବୁଲିବା ଉପରେ କଟକଣା ଲାଗୁ ହୋଇଥିଲା।  ଏବେ କଟକଣା ହଟିବା ପରେ ପର୍ଯ୍ୟଟକମାନେ ଶିମିଳିପାଳ ବୁଲି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ​​​​​​​