କଟକ,୨୭/୦୭: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଖୁବ୍ ଶୀଘ୍ର ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି । ଯାହାର ଶୀର୍ଷକ ରହିଛି 'ମହାମହିମ ଦିଦି ଜି ମୁର୍ମୁ' । ତେବେ ରିଲିଜ୍ ପୂର୍ବରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସାତୋଟି ପୁରସ୍କାର ହାସଲ କରିସାରିଲାଣି 'ମହାମହିମ ଦିଦି ଜି ମୁର୍ମୁ' । ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଡ ଆବୁ ରହୁଥିବା ବ୍ରହ୍ମାକୁମାରୀ ପ୍ରଭା ମିଶ୍ରା ଏହି ଫିଲ୍ମର ନିର୍ମାଣ କରିଛନ୍ତି । କଟକର ଏକ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ଆସିଛନ୍ତି ଫିଲ୍ମର ନିର୍ମାତା ପ୍ରଭା ମିଶ୍ରା।

ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଉପରେ ପ୍ରଥମ ଥର ପ୍ରତିକ୍ରିୟ...