ଭୁବନେଶ୍ବର,୧୨/୨ : ପଲଙ୍କ ହାତୀର ଉତ୍ପାତ । ଶିଖରଚଣ୍ଡୀ ପାହାଡ଼ ତଳେ ଖେଳାଇଛି ଆତଙ୍କ । ପଥରଗାଡ଼ିଆ ଗ୍ରାମ ପାଖରେ ଉତ୍ପାତ । ଏକାଧିକ ଘର ପାଚେରୀ ଭାଙ୍ଗିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।
ଏହି ଘଟଣାକୁ ନେଇ ବନ ବିଭାଗର ତତ୍ପରତା । RRTସହ ଅଧିକାରୀମାନେ ମାରୁଛନ୍ତି ପଇଁତରା। ହାତୀ ଘଉଡ଼ାଇବାକୁ ଚାଲିଛି ଧରପଗଡ଼ ।