କଟକ,୧୫/୧୧ : ତାଳଦଣ୍ଡା କେନାଲରେ ଅଘଟଣ । ଡଙ୍ଗାରୁ ପଇସା କାଢିବାବେଳେ ଭାସିଗଲେ ନାବାଳକ।  ନାବାଳକ ଜଣଙ୍କ ହେଉଛନ୍ତି ରାହୁଲ ସ୍ବାଇଁ। ଅନ୍ଦରପୂର୍ ତାଳଦଣ୍ଡା କେନାଲରେ ଘଟିଛି ଏହି ଘଟଣା । ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ।