ପାଟଣା,୨୩/୨ : ଦିନ ଦ୍ୱୀପହରରେ ରାଜପଥରେ ମାଡ଼ ମାରି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏନ୍ଏଚ ୪୯, ଡାବରଚୁଆ ନିକଟରେ ବଳଦ ବେପାରୀଙ୍କୁ ୬ ଦୁର୍ବୃତ୍ତ ମାଡ଼ ମାରି ୪ଲକ୍ଷ ୫୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ବଳଦ ବେପାରୀ ସଂକୀର୍ତ୍ତନ ହାତୀ କେନ୍ଦୁଝର ମେଡିକାଲ ସ୍ଥାନାନ୍ତର। ବେଲଦା ହାଟରୁ ବଳଦ ବିକ୍ରି କରି ଫେରୁଥିବା ସମୟରେ ଲୁଟି ନେଲେ ଦୁର୍ବୃତ୍ତ । ତୁରୁମୁଙ୍ଗା ପୋଲିସର ଛାନ୍ ଭିନ୍ ଜାରି।