​​​​​​​ଭୁବନେଶ୍ବର, ୧୬।୧୨ ଭୁବନେଶ୍ବର ସାଲିଆ ସାହି ରାସ୍ତାରେ ଦୁର୍ଘଟଣା। ବ୍ୟାରିକେଡ଼ ଭାଙ୍ଗି ଡ଼ିଭାଇଡର ଉପରେ ଚଢ଼ିଗଲା କାର୍।କାର୍ ଦୁର୍ଘଟଣାରେ ଭାଙ୍ଗିଲା ଏକାଧିକ ବ୍ୟାରିକେଡ଼। ପାଖରେ ଯାଉଥିବା ଗାଡ଼ି ସାଇଡ୍ ମାରିବାରୁ ଭାରସାମ୍ୟ ହରାଇଲେ ଡ୍ରାଇଭର। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ଜଣାପଡିଛି।