ଭୁବନେଶ୍ବର,୨୪/୪ : ଖରିଆର ତହସିଲ ଅତିରିକ୍ତ ତହସିଲଦାର ସସପେଣ୍ଡ । ଅତିରିକ୍ତ ତହସିଲଦାର ହେଲେ ଭୂପିନ୍ଦର ସିଂହ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି ରାଜସ୍ବ ବିଭାଗ ।