ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ବିବାହ ବନ୍ଧନରେ ନାଗାର୍ଜୁନଙ୍କ ସାନ ପୁଅ ଅଖିଲ ଅକ୍କିନେନୀ, ଦୀର୍ଘ ଦିନର ପ୍ରେମିକା ଜୈନାବଙ୍କୁ କଲେ ଜୀବନସାଥି

Published By : Krishna Priya | June 7, 2025 12:10 PM

ମୁମ୍ବାଇ ୦୭/୦୬: ସାଉଥ୍‌ ସୁପରଷ୍ଟାର୍‌ ନାଗାର୍ଜୁନଙ୍କ ପୁଅ ଏବଂ ଟଲିଉଡ୍‌ ଅଭିନେତା ଅଖିଲ ଅକ୍କିନେନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ନିଜର ଦୀର୍ଘ ଦିନର ପ୍ରେମିକା ଜୈନାବ ରାଭଦ୍‌ଜିଙ୍କୁ ସେ ବିବାହ କରିଛନ୍ତି । ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୋଟିଏ ଫଟୋରେ ନବବିବାହିତ ଯୋଡ଼ି ଧଳା ପୋଷାକରେ ନଜର ଆସିଛନ୍ତି । ଅଖିଲ ଧଳା କୁର୍ତ୍ତା ଓ ଧୋତି ପିନ୍ଧିଛନ୍ତି । ଜୈନାବ ଧଳା ସିଲ୍‌କ ଶାଢ଼ି ଓ ଗୋଲ୍ଡେନ୍‌ ବ୍ଲାଉଜ୍‌ ପିନ୍ଧିଛନ୍ତି । 

ତେଲୁଗୁ ଇଣ୍ଡଷ୍ଟ୍ରିର ଅନେକ ଜଣାଶୁଣା ସେଲିବ୍ରିଟି ଏହି ବିବାହ ଉତ୍ସବରେ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ଚିରଞ୍ଜୀବୀ, ରାମଚରଣ ଓ ପତ୍ନୀ ଉପାସନା, ଶୋଭିତା ଧୂଲିପାଲା ଓ ନାଗା ଚୈତନ୍ୟଙ୍କ ସମେତ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ, ଦଗୁବତି ଭେଙ୍କଟେଶ ପ୍ରମୁଖ ଉପସ୍ଥିତ ଥିଲେ । ବିବାହ ପୂର୍ବର କାର୍ଯ୍ୟକ୍ରମରେ ଚୈତନ୍ୟଙ୍କ ନୃତ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । 




ଗତ ଦୁଇ ବର୍ଷ ହେଲା ଡେଟିଂ କରୁଥିବା ଅଖିଲ ଓ ଜୈନାବଙ୍କର ନିର୍ବନ୍ଧ ଗତ ନଭେମ୍ବରରେ ହୋଇଥିଲା । ଅଖିଲ ନାଗାର୍ଜୁନଙ୍କ ୨ୟ ପତ୍ନୀ ଆମଲା ଅକ୍କିନେନୀଙ୍କ ପୁଅ । ୧୯୯୫ରେ ବାପାଙ୍କ ଫିଲ୍ମ ‘ସିସିନ୍ଦ୍ରି’ରୁ ସେ ସିନେ କ୍ୟାରିଅର ଆରମ୍ଭ କରିଥିଲେ । ‘ଅଖିଲ’, ‘ହେଲୋ!’, ‘ମିଷ୍ଟର ମଜ୍‌ନୁ’ ଓ ‘ଏଜେଣ୍ଟ୍‌’ ଭଳି ଫିଲ୍ମରେ ସେ କାମ କରିଛନ୍ତି । ଅନ୍ୟପକ୍ଷେ, ଜୈନାବ ପେସାରେ ଜଣେ କଳାକାର । ନିକଟରେ ସେ ହାଇଦ୍ରାବାଦଠାରେ ନିଜର କଳା ସଂଗ୍ରହ ‘ରିଫ୍ଲେକ୍ସନ୍ସ’ ପାଇଁ ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.