ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ୟେମେନ୍ ଜେଲ୍ ଉପରେ ଆମେରିକାର ବୋମା ବର୍ଷା, ୬୮ ରୁ ଅଧିକ ମୃତ ନେଇ ହୁତି ବିଦ୍ରୋହୀଙ୍କ ଦାବି

Published By : Harapriya Biswal | April 28, 2025 3:29 PM

ନୂଆଦିଲ୍ଲୀ,୨୮।୪:  ୟେମେନ୍‌ର ହୁତି ବିଦ୍ରୋହୀ ପ୍ରବାସୀ ଆଫ୍ରିକୀୟ କଏଦୀଙ୍କ ଜେଲ୍ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍। ଏଥିରେ ୬୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛ।ଏହା ପୂର୍ବରୁ ଏହି  ଆକ୍ରମଣରେ ଅତି କମ୍ରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଦାବି କରାଯାଇଥିଲା। କିନ୍ତୁ ମୃତକଙ୍କ ସଂଖ୍ୟାକୁ ପରେ ବଢାଇ ଦିଆଯାଇଥିଲା। ବିଦ୍ରୋହୀଙ୍କୁ ନାଗରିକ ସୁରକ୍ଷା ସଂଗଠନଠାରୁ ଅଲଗା କରାଯାଇଥିଲା। ଆକ୍ରମଣରେ ଅନ୍ୟ ୪୭ ଜଣ ଆହତ ହୋଇଥିଲେ।

ସେ କହିଛନ୍ତି, ଏହି ସ୍ଥାନରେ ୧୧୫ କଏଦୀ ବନ୍ଦ ଥିଲେ। ଆମେରିକା ସେନା ହୁତି ବିଦ୍ରୋହୀଙ୍କ ଏହି ଅଭିଯୋଗ ବିଷୟରେ ପଚରାଯାଇଥିବା ପ୍ରଶ୍ନର ତୁରନ୍ତ ଉତ୍ତର ଦେଇ ନାହାନ୍ତି। ହୁତି ବିଦ୍ରୋହୀଙ୍କ ‘ଅଲ୍-ମସିରା’ ଉପଗ୍ରହ ସମାଚାର ଚ୍ୟାନେଲ ଦ୍ବାରା ପ୍ରସାରିତ ଗ୍ରାଫିକ୍ ଫୁଟେଜ୍‌ରେ କଥିତ ରୂପରେ ମୃକଙ୍କ ଶବ ଓ ଆହତଙ୍କୁ ପଡିଥିବାର ଦେଖିବାକୁ ମିଳିଛି।

ଆମେରିକା ସେନାର ସେଣ୍ଟ୍ରାଲ କମାଣ୍ଡର ରାତିରେ ଜାରି କରିଥିବା ବୟାନରେ କହିଛନ୍ତି, ତାଙ୍କ ‘ଅପରେସନ୍ ରଫରାଇଡର’ ଅଭିଯାନ ଅନୁସାରେ, ଶତାଧିକ ହୁତି ଯୋଦ୍ଧା ଓ ତାଙ୍କର ବହୁ ନେତାଙ୍କୁ ମାରିବାରେ ସଫଳ ହୋଇଥିଲେ। ତାଙ୍କ ଭିତରେ ସେହି ଲୋକ ରହିଛନ୍ତି, ଯେଉଁମାନେ ହୁତିଙ୍କ ମିସାଇଲ ଓ ଡ୍ରୋନ୍ କାର୍ଯ୍ୟକ୍ରମରେ ଥିଲେ। ତେବେ ସେନା କୌଣସି ନେତାଙ୍କ ନାଁ ନେଇନି। ଆମେରିକା କହିଛି ଯେ, ସେ ନିଜର ଏୟାରଷ୍ଟ୍ରାଇକ୍ ଜାରି ରଖିବ। ଏହି ହମଲା ୧୫ ମାର୍ଚ୍ଚରୁ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.