ଭୁବନେଶ୍ବର, ୨୮/୬ : ରାଜଧାନୀରେ ପୁଣି ଏକ ଦୁର୍ଘଟଣା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବମିଖାଲ ବ୍ରିଜ ତଳେ । ସାଇକେଲ ଆରୋହୀଙ୍କ ଉପରେ ଚଢ଼ିଗଲା କାର୍ । କାର୍ ଚଢ଼ି ଯିବାରୁ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ କାର୍ ଚାଳକ ଜଣଙ୍କ ଫେରାର ହୋଇଯାଇଛନ୍ତି । ଖବରପାଇ ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

ବିଜୟ ସିଙ୍ଗଲାଙ୍କୁ କ୍ଲିନଚିଟ୍, ଆପ୍ ସରକାରଙ୍କ ବିର...