ଭୁବନେଶ୍ବର, ୨୦।୧୧: ଧର୍ମଶାଳା ବିଧାୟକ ହିଂମାଶୁ ଶେଖର ସାହୁଙ୍କ ଗାଡି ଉପରକୁ ଆକ୍ରମଣ। ବୁଢାଘାଟ ନିକଟରେ କିଛି ଯୁବକ ଗାଡି ଉପରକୁ ଆକ୍ରମଣ କରିଛନ୍ତି । ଯୁବକଙ୍କ ଆକ୍ରମଣରେ ଗାଡିର ଆଗ କାଚ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ବିଜେପିକୁ ମିଳିପାରେ ପ୍ରଥମ ମହିଳା ରାଷ୍ଟ୍ରୀୟ ଅଧ୍ୟକ୍...