ଭୁବନେଶ୍ୱର,୧୮/୦୫ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ମୁଦୁଲି ଦ୍ଵାର ନିକଟରେ ଅପରିଷ୍କାର ଦୃଷ୍ଟି ଗୋଚର ହେବାରୁ ବଡ଼ଦେଉଳରେ ବଡ଼ ମହାସ୍ନାନ କରାଯାଇଥିଲା। ଅବକାଶ ଶେଷ ହେବା ପରେ ବଡ଼ ମହାସ୍ନାନ କରାଯାଉଛି । ଯାହାଫଳରେ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ବିଧାୟକ ରମେଶ ଜେନାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମି...