କଟକ ୧୬/୧୨: ପୁଣି ଥରେ ଆସିଛି ବାଲିଯାତ୍ରା । ପୁଣି ଥରେ ମିଳିଛି  ବାଲିଯାତ୍ରାରେ ସେଲ୍‌ଫି ନେବାର ମଜା । ସେଲ୍‌ଫି ତ’  ସବୁବେଳେ ନେଉଛନ୍ତି ହେଲେ ଲକ୍ଷଲକ୍ଷ ଲୋକଙ୍କ ଗହଳିରେ ଫାଟି ପଡୁଥିବା କଟକ ବାଲିଯାତ୍ରାରେ  ବୁଲାବୁଲି, କିଣାକିଣି ଓ ଖିଆପିଆ ସାଙ୍ଗକୁ ନିଜ ବନ୍ଧୁ, ପରିବାର ଓ ପରିଜନଙ୍କ ସହ ସେଲ୍‌ଫି  ଉଠାଇବାର ସୁଯୋଗ ବର୍ଷକେ ଥରେ ମିଳେ । 

ସେ ଖୁସିକୁ ସମସ୍ତଙ୍କ ସହ ବାଣ୍ଟିବାକୁ ଚାହୁଁଥିଲେ  ବାଲିଯାତ୍ରା ପଡ଼ିଆକୁ ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ରଖି ସେଲ୍‌ଫି  ନିଅନ୍ତୁ ଓ ଆମ ପାଖକୁ ହ୍ୱାଟ୍‌ସ୍‌ଆପ୍‌ ନଂ: ୮୨୪୯୩୯୦୪୮୮ ଓ [email protected] ପଠାନ୍ତୁ । ପ୍ରତିଦିନ ଲଟେରି ଜରିଆରେ କିଛି ଭଲ ଫଟୋ ବାଛି  ଆମେ ‘ପ୍ରମେୟ’ ଓ ‘ପ୍ରମେୟ ଇ-ପେପର୍‌’ରେ ପ୍ରକାଶ କରିବୁ ।