ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କ୍ରୀଡା ଦଳ କେନ୍ଦୁଝର ଗସ୍ତ, ଓଡିଶା ଆନ୍ତଃ ବିଶ୍ଵବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ

Published By : Suraj Kumar | April 14, 2025 7:41 PM

ଗୋପାଳପୁର ୧୪/୪ :  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ଦଳ ସୋମବାର କେନ୍ଦୁଝର ଗସ୍ତ କରିଛନ୍ତି। କେନ୍ଦୁଝର ସ୍ଥିତ ଧରଣୀ ଧର ବିଶ୍ଵବିଦ୍ୟାଳୟରେ ଚଳିତ ମାସ ୧୬ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଓଡିଶା ଅନ୍ତଃ ବିଶ୍ଵବିଦ୍ୟାଳୟ ପୁରୁଷ ଓ ମହିଳା କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୩୨ଟି କଲେଜରୁ ପ୍ରାୟ ୧୪୪ ଜଣ ଛାତ୍ରଛାତ୍ରୀ ୧୮ ଟି ଇଭେଣ୍ଟରେ ଭାଗ ନେବେ। ଦଳରେ ୨୦ ଜଣ ଅଫିସିଆଲ୍ ଭାବେ ଗସ୍ତ କରିଛନ୍ତି।କ୍ରୀଡା ପରିଷଦ ପକ୍ଷରୁ ସମ୍ପାଦକ ଡଃ ସାରଦା ପ୍ରସାଦ ସାହୁ,ରାଜେଶ୍ କୁମାର ମହାନ୍ତି, ଡା ସମରେନ୍ଦ୍ର କୁମାର ସାହୁ, ସଚ୍ଚିଦାନନ୍ଦ ଦାଶ ପ୍ରମୁଖ  ଜଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.