ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଭରତପୁର ଥାନା ବିବାଦ : କମିଶନଙ୍କ ନିକଟରେ ହାଜର ହେଲେ ପକ୍ଷ ଓ ପ୍ରତିପକ୍ଷ ଓକିଲ

Published By : Prameya | December 6, 2024 6:09 PM

ଭୁବନେଶ୍ବର,୬/୧୨ : ଭରତପୁର ଥାନାରେ ପୋଲିସ ଆର୍ମି ବିବାଦ ମାମଲା । ଆଜିଠାରୁ କମିଶନଙ୍କ ଆରମ୍ଭ ହେଲା ପ୍ରାରମ୍ଭିକ ଶୁଣାଣି । ଚିତ୍ତରଂଜନ କମିସନଙ୍କ ନିକଟରେ ହାଜର ହେଲେ ପକ୍ଷ ପ୍ରତିପକ୍ଷ ଓକିଲ । କମିସନଙ୍କ ଆଗରେ ହାଜର ହେଲେ କ୍ରାଇମବ୍ରାଞ୍ଚ ତଦନ୍ତକାରି ଅଧିକାରୀ । 

କ୍ରାଇମବ୍ରାଞ୍ଚ କମିସନଙ୍କ ଆଗରେ ତଦନ୍ତ ରିପୋର୍ଟ ଉପସ୍ଥାପନରେ ଫେଲ । ଆସନ୍ତା ୧୧ତାରିଖରେ କମିସନଙ୍କୁ ରିପୋର୍ଟ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ । କମିସନଙ୍କ ପରବର୍ତ୍ତି ଶୁଣାଣି ଆସନ୍ତା ୧୮ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.