ଭୁବନେଶ୍ବର, ୧୭।୧ : ଚିଲିକା ମଝିରେ ଲାଖିଲା ଭସାପୋଲ। ମଝି ଚିଲିକା ମଏଁସା କୁଦରେ ଲାଖିଲା ଭସାପୋଲ ।ଭସାପୋଲରେ ବସ ସହ ଯାନବାହାନ ଓ ଶତାଧିକ ଯାତ୍ରୀ ଥିଲେ। ଏକ ଘଣ୍ଟା ଧରି ଲାଖି ରହିଥିଲା। ତେବେ ଅନ୍ୟ ଏକ ଭସାପୋଲରେ ଜେସିବ ମେସିନ ମଏଁସା କୁଦକୁ ଆସିଥିଲା। ଜେସିବି ଆସି ଖୋଳିବା ପରେ ସୁରକ୍ଷିତ ଭାବେ କୂଳରେ ଭସାପୋଲ ପହଞ୍ଚିଥିଲା।