ଭୁବନେଶ୍ୱର ୦୫/୦୧: ଦୁଲୁକିଲା  ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର । ବଲିଉଡ୍‌  ଷ୍ଟାରଙ୍କ ଗୀତରେ ଝୁମିବେ ରାଜଧାନୀବାସୀ ।  ପଥପ୍ରାନ୍ତରେ ନାଚ, ଗୀତ, ଚିତ୍ରକଳା, ସାଂସ୍କୃତିକ କାର୍ଯ୍ୟକ୍ରମ  ଓ କୀଡ଼ା କୌଶଳ ମଜା ନେଲେ ସହରବାସୀ।

ରବିବାର ସକାଳ  ୬ଟାରେ ପଥୋତ୍ସବ  ଆରମ୍ଭ ହୋଇଛି ।  ବିଏମ୍‌ସି ପକ୍ଷରୁ ଦକ୍ଷିଣ-ପୂର୍ବ  ଜୋନ୍‌ରେ ଚଳିତବର୍ଷର ପଥୋତ୍ସବ ଚାଲିଛି। ଶୀତୁଆ ସକାଳରେ ମନୋରଞ୍ଜନର  ଖୋରାକ ପାଇ  ରାଜଧାନୀବାସୀ ଖୁସ ।