ଭୁବନେଶ୍ୱର, ୨୭।୪: ଟ୍ୱିନ୍ ସିଟିକୁ ରେଡ୍ ଆଲର୍ଟ । ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି । ରାଜଧାନୀରେ ୨.୩୦ ସୁଦ୍ଧା ଭୁବନେଶ୍ୱର ପାରଦ ୪୪ ଡିଗ୍ରୀ ପାର୍ । ଭୁବନେଶ୍ୱରରେ ସର୍ବାଧିକ ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗତ ୧୨ ଦିନ ଧରି ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ସୂଚନା । ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ୱିନ୍ ସିଟିକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡ଼ାରେ ୪୩.୬ ଡିଗ୍ରୀ, କେନ୍ଦୁଝର ୪୧.୫ ଡିଗ୍ରୀ, ରାଉରକେଲା ୪୨.୫ ଡିଗ୍ରୀ, ଚାନ୍ଦବାଲି ୪୨.୪ ଡିଗ୍ରୀ, ଗୋପାଳପୁର ୩୫.୪ ଡିଗ୍ରୀ, ସମ୍ୱଲପୁର ୪୧.୧ ହୀରାକୁଦ ୪୧.୮ ଡିଗ୍ରୀ, ପୁରୀ ୩୪.୭ ଡିଗ୍ରୀ, ବାଲଶ୍ୱର ୪୧.୭ ଡିଗ୍ରୀ ରେକର୍ଡ କରାଯାଇଛି ।
ବ୍ରହ୍ମପୁର କନିଷିରେ ନବୀନଙ୍କ ପ୍ରଚାର, 'ଭଲ ପ୍ରାର୍ଥୀ...