ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲେ ନବୀନ, ଏକାମ୍ରରୁ ହେଲେ ପ୍ରଥମ ସଭ୍ୟ

Published By : Rasmita Pradhan | October 9, 2024 12:18 PM

ଭୁବନେଶ୍ଵର, ୦୯/୧୦ : ବିଜେଡିରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ସେ ଏକାମ୍ର ନିର୍ବଚନ ମଣ୍ଡଳୀରୁ ବିଜେଡିର ପ୍ରଥମ ସଭ୍ୟ ହୋଇଛନ୍ତି। ଏହା ସହ ନିଜ ସଦସ୍ୟ ପଦକୁ ନବୀକରଣ କରିଛନ୍ତି। ଏହି ଅବସରରେ ନବୀନ ଅଭିଭାଷଣ ରଖିଛନ୍ତି। 

ନବୀନ କହିଛନ୍ତି ଯେ, ସଦସ୍ୟତା ସଂଗ୍ରହ ରାଜନୈତିକ ଦଳକୁ ମଜବୁତ କରେ। ଲୋକଙ୍କ ଘରକୁ ଯାଇ ବିଜେଡିର ଆଦର୍ଶ ଓ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାନ୍ତୁ। ଏହା ସହ ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କୁ ସାମିଲ ହେବାକୁ ସେ ଅପିଲ୍ କରିଛନ୍ତି। ନବୀନ କହିଛନ୍ତି ଯେ, ସେବା ଓ ସ୍ଵାଭିମାନର ସଂଗ୍ରାମ ଆମ ନୀତି ଆଦର୍ଶ। ଆମ ସରକାର ସମୟରେ ବହୁତ ଭଲ କାମ ହୋଇଛି। ଆମ ସରକାରର ଯୋଜନା ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ। ଭୋଟ ବ୍ୟାଙ୍କ ସୃଷ୍ଟି କରିବା ଆମର ଲକ୍ଷ୍ୟ ନଥିଲା। ଓଡିଶାବାସୀଙ୍କ ସେବା ଆମର ଲକ୍ଷ୍ୟ। ବିଜୁ ବାବୁଙ୍କ ସ୍ଵପ୍ନ। ଆମ ଭୋଟ ପ୍ରତିଶତ ଅଧିକ।  ବିଜେଡି ଓଡିଶାବାସୀଙ୍କ ହୃଦୟରେ ଅଛି। ଆମେ ମିସ୍ କଲ୍ ମାରି ସଦସ୍ୟତା ସଂଗ୍ରହ କରୁନୁ, ତାଠୁ ଉର୍ଦ୍ଧ୍ଵରେ ଆମେ।

ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଦିନ ୧୧ଟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଫିଜିକାଲି ଏବଂ ଡିଜିଟାଲି ସଭ୍ୟ ସଂଗ୍ରହ କରାଯାଇଛି। ସବୁ ଜିଲ୍ଲାରୁ କର୍ମକର୍ତ୍ତାମାନେ ଭର୍ଚୁଆଲ୍ ମୋଡରେ ଉପସ୍ଥିତ ରହିଛନ୍ତି। 

ଆଞ୍ଚଳିକ ଦଳ ଭାବରେ ବିଜେଡି ସବୁବେଳେ ସଭ୍ୟ ସଂଗ୍ରହକୁ ଗୁରୁତ୍ଵ ଦେଇ ଆସିଛି। ଛାତ୍ର ଏବଂ ଯୁବକଙ୍କୁ ବିଜେଡି ଫୋକସ୍‌ରେ ରଖିଛି। ତେବେ ପୂଜା ପରେ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ଵରାନ୍ଵିତ କରାଯିବ। ଅକ୍ଟୋବର ୯ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ବିଜେଡିର ସଭ୍ୟ ସଂଗ୍ରହ ହେବ । ପୂର୍ବରୁ ବିଜେଡି ସହ ୧ କୋଟି ପ୍ରାଥମିକ ସଦସ୍ୟ ଏବଂ ୩ ଲକ୍ଷ ୪୦ ଲକ୍ଷ ୪୦ ହଜାର ସକ୍ରିୟ ସଦସ୍ୟ ଯୋଡି ହୋଇଥିଲେ। ଏଥର ଦଳ ୧ କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.