କଟକ, ୩୦/୦୭: କଟକ ମହାନଗର ନିଗମ ୩୩ ତମ ସାଧାରଣ ଅଧିବେଶନର ଆରମ୍ଭରୁ ହଟ୍ଟଗୋଳ। ନୂଆ କମିଶନର କିରନଦୀପ୍ କୌର ସହୋତା କର୍ପୋରେଟରଙ୍କୁ ଅଣଦେଖା ନେଇ ବର୍ଷିଛି କଂଗ୍ରେସ । ସେପଟେ ସାଢ଼େ ୩ବର୍ଷ ହେବ ୱାର୍ଡରେ କୌଣସି ବିକାଶମୂଳକ କାର୍ଯ୍ୟ ହେଉ ନଥିବାରୁ କାଉନସିଲ୍ ହଲରେ ଧାରଣା ଦେଇଛନ୍ତି ଦୁଇ ବିଜେଡି କର୍ପୋରେଟର । କାଉନସିଲ୍ ବିନା ଅନୁମୋଦନରେ କୋଟି କୋଟି ଟଙ୍କାର ବିଲ୍ ପାସ୍ କରିବାକୁ ନେଇ ମେୟର ସୁବାସ ସିଂହଙ୍କୁ ବିଜେପି କର୍ପୋରେଟରଙ୍କୁ ଘେରିଛନ୍ତି । ପୂର୍ବତନ କମିଶନର ଅନାମ ଚରଣ ପାତ୍ର ପାସ୍ କରିଥିବା ସମସ୍ତ ଫାଇଲର ତଦନ୍ତ ହେଉ ବୋଲି ମେୟର ଦାବି କରିଛନ୍ତି ।

କାନଖୋଲି ଶୁଣିନିଅ...ମୋଦି-ଟ୍ରମ୍ପଙ୍କର ହୋଇନଥିଲା...