ନୂଆଦିଲ୍ଲୀ, ୧୨/୧ :  ଦିଲ୍ଲୀ ବିଜେପି ତୃତୀୟ ଲିଷ୍ଟରେ ଜାରି କଲା ଗୋଟିଏ ସିଟର ନାଁ ।  କରାବଲ ନଗର ବିଧାୟକ ମୋହନ ସିଂହ ବିଷ୍ଟଙ୍କୁ ମୁସ୍ତଫାବାଦ ସିଟରୁ ଟିକଟ ମିଳିଛି ।

ପ୍ରକାଶ ଯେ, ବିଜେପି ନିଜ ଦ୍ବିତୀୟ ଲିଷ୍ଟରେ କରବଲ ନଗର ସିଟରୁ ସିଟିଂ ବିଧାୟକ ମୋହନ ବିଷ୍ଟ୍କୁ ଟିକେଟ ନ ଦେଇ କପିଲ ମିଶ୍ରଙ୍କୁ ନିର୍ବାଚନୀ ମୈଦାନରେ ଓହ୍ଲାଇଥିଲା, ଯେଉଁ କାରଣରୁ ବିଷ୍ଟ ଖୁସି ନ ଥିବା ନଜର ଆସୁଥିଲେ ।