ଦିଗପହଣ୍ଡି, ୨୨/୧୧ : ଦୁଇଟା ଅଫୁଟା ବୋମା ଜବତ କଲା ଦିଗପହଣ୍ଡି ପୋଲିସ । ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବରପାଇ ଅଫୁଟା ବୋମା ଜବତ କରିଛି ଦିଗପହଣ୍ଡି ପୋଲିସ ।