କଟକ ୩୦/୦୫: କଟକ ଯୋବ୍ରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜୟ କପୀସ ନାମ ଏକ ଘରୋଇ ବସ୍ ଧକ୍କାରେ ଚାଲିଗଲା ଯୁବତୀଙ୍କ ଜୀବନ। ସ୍କୁଟିରେ ଯିବା ବେଳେ ଯୁବତୀଙ୍କୁ ପିଟିଲା ବସ୍। ମୃତକ ଯୁବତୀ ଜଣ ସ୍ବାଗତିକା ମହାନ୍ତି ବୋଲି ପରିଚିୟ ପତ୍ରରୁ ଜଣାପଡିଛି। ଅନ୍ୟପଟେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି। ଉଭୟ ସ୍କୁଟି ଓ ବସ୍ ଜବତ କରି ପୁଲିସର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ :- CM Grievance : ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଏପ୍ରିଲ ୨୭ରେ ପଞ୍ଜିକୃତ ଅଭିଯୋଗକାରୀଙ୍କୁ ଅଗ୍ରାଧିକାର