ଭୁବନେଶ୍ବର,୧୩।୭ ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ୪ଟାରେ ବସିବ ବୈଠକ। ଏକାଧିକ ପ୍ରସ୍ତାବ ଉପରେ ଲାଗିପରେ ମୋହର। ରଥ ଯାତ୍ରା ପୂର୍ବରୁ କ୍ୟାବିନେଟ ବୈଠକ ବସୁଥିବାରୁ ବଡ଼ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର।

ଆହୁରି ପଢନ୍ତୁ: ବି​‌ଜେଡି ସଂସଦୀୟ ଦଳ ବୈଠକ : ମୌସୁମୀ ଅଧିବେଶନରେ ପାଠ୍ୟପୁସ୍ତକ ପ୍ରିଣ୍ଟିଂ,ଚାଷୀ ସମସ୍ୟାକୁ କରିବ ପ୍ରସଙ୍ଗ