ନୂଆଦିଲ୍ଲୀ,୧୫/୧୨: କ୍ୟାନ୍ସର ଏବେ ଏକ ବଡ ସ୍ବାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି । ବୟସ ବଢିବା ସହିତ କ୍ୟାନ୍ସର ବିପଦ ବଢିବାକୁ ଲାଗିଛି । ବୟସ ବଢିବା ପରେ ଇମ୍ୟୁନିଟି ପାୱାର କମିଥାଏ । ତେଣୁ କ୍ୟାନ୍ସର ଭୟ ଅଧିକ ରହିଥାଏ । ମେମୋରିଆଲ ସ୍ଲୋନ କେଟିରିଙ୍ଗ କ୍ୟାନ୍ସର ସେଣ୍ଟର ଅନୁସାରେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ୭୦ବର୍ଷ ବୟସ ମଧ୍ୟରେ ସମ୍ଭବ ହୋଇଥାଏ । ୮୦ରୁ ୮୫ ବର୍ଷ ବୟସରେ ଚିକିତ୍ସା ସମ୍ଭାବନା କମ ରହିଥାଏ ।  ରିସର୍ଜରୁ ଏହା ଜଣାପଡିଛି କି ବରିଷ୍ଠଙ୍କ ଅପେକ୍ଷା ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ୟାନ୍ସର ବିପଦ ଅଧିକ ରହିଥାଏ ।

ବୟସ ବଢିବା ସାଙ୍ଗକୁ କୋଷ ନୂଆ ସେଲ ପ୍ରସ୍ତୁତ କରିବା କ୍ଷମତା କମିଥାଏ । ତେଣୁ କ୍ୟାନ୍ସର ହେବା ସମ୍ଭାବନା କମ ହୋଇଥାଏ । ବୟସ ବଢିବା ସାଙ୍ଗକୁ କ୍ୟାନ୍ସର ଚରମ ସ୍ଥିତିରେ ପହଞ୍ଚିଥାଏ । ମାତ୍ର କମ ହୋଇଥାଏ ।କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ୭୦ବର୍ଷ ବୟସ ମଧ୍ୟରେ ହୋଇଥାଏ । ୮୦ରୁ ୮୫ ବର୍ଷରେ ଚିକିତ୍ସା ସମ୍ଭବନା କମିଥାଏ । ବୟସ୍କଙ୍କ ଅପେକ୍ଷା ଯୁବଗୋଷ୍ଠୀଙ୍କୁ କ୍ୟାନ୍ସର ବିପଦ ଅଧିକ ରହିଥାଏ । ଗତ ୧୦ ବର୍ଷରେ ୨୫ରୁ ୪୦ ବର୍ଷର ଯୁବଗୋଷ୍ଠୀ କ୍ୟାନ୍ସରେ ଆକ୍ରାନ୍ତ ହୋଇଛନ୍ତି ।

ସର୍ଭେରୁ ଏହା ଜଣାପଡିଛି କି, କୋଭିଡରେ ଆକ୍ରାନ୍ତ ହେବା ପରେ ଶରୀର ଇମ୍ୟୁନିଟି ପାୱାର କମ ହୋଇଛି। ଆଜି ବି ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରେ ସୁଧାର ଆସିନାହିଁ । ବୟସ ବଢିବା ସାଙ୍ଗକୁ କୋଷ ନୂଆ ସେଲ ପ୍ରସ୍ତୁତ କରିବା କ୍ଷମତା ହରାଇଥାଏ । ଫଳରେ ବୟସ୍କଙ୍କ ଅପେକ୍ଷା ଯୁବଗୋଷ୍ଠୀଙ୍କୁ କ୍ୟାନ୍ସର ବିପଦ ଅଧିକ ରହିଥାଏ ।