ଦେବଗଡ଼ ୧୩/୦୫: ୪୯ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଦେବଗଡ଼ ମଡେଲ ଥାନା ଅଧିନ ବାରକୋଟ ବ୍ଲକ ବସାଲୋଇ ଛକ ନିକଟରେ ଏକ କାର ଦୁର୍ଘଟଣା ହୋଇଛି l କାର ଭିତରେ କେହି ନଥିବାରୁ ଗାଡି ମାଲିକ ଓ ଡ୍ରାଇଭର ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ l ତେବେ ଏହି ଦୁର୍ଘଟଣା କେମିତି ଘଟିଲା ଏବଂ ଦୁର୍ଘଟଣା ସମୟରେ ଏଥିରେ କିଏ ଥିଲେ କି ନାହିଁ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସ...