ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗ୍ସର ଦମଦାର ବିଜୟ । ଲକ୍ଷ୍ନୌକୁ ୫ ଓ୍ବିକେଟରେ କଲା ପରାସ୍ତ । ୨୦୪ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ୪ ବଲ ବାକିଥାଇ ଜିତି ନେଇଛି ଗାଏକ୍ବାଡ ବାହିନୀ । ଚେନ୍ନାଇ ପକ୍ଷରୁ ଉର୍ବିଲ ପଟେଲ ୨୩ ବଲରୁ ୬୫ ରନ କରିଛନ୍ତି ।