ରାଉରକେଲା,୯।୧ : ସିଆଇଏସଏଫ ଯବାନଙ୍କ ଆତ୍ମହତ୍ୟା । ଆରଏସପି ଭିତରେ ଡିୟୁଟି ସମୟରେ ନିଜ ସର୍ଭିସ୍ ରିଭଲଭରରେ କରିଛନ୍ତି ଆତ୍ମହତ୍ୟା । ମୃତ ଯବାନଙ୍କ ନାମ ଅଭିନନ୍ଦ୍ ପିକେ । ଘର କେରଳ କାନୁର ଜିଲ୍ଲାରେ । ଟାଙ୍ଗରପାଲି ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

Tamilnadu: ପିଆଜ ବଦଳରେ ବୋମା ମାଡ; ଏନଟିକେର ମୁଖ୍ୟ...