ଭୁବନେଶ୍ୱର,୧୧/୦୨: ୪ କ୍ରୋମାଇଟ୍ ଗାଡ଼ି ଜବତ । କ୍ରୋମାଇଟ ଗାଡ଼ି ଜବତ କଲା ପାରାଦ୍ଵୀପ ବନ୍ଦର ସିଆଇଏସ‌ଏଫ । ଗାଡ଼ିରେ ମାଟି ମିଶା କ୍ରୋମାଇଟ ଥିବା ଜଣାପଡ଼ିଛି।

ଏହା ମଧ୍ୟ ପଢନ୍ତୁ-  ଅଟୋ-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୨ ମୃତ

ତେବେ ସୁକିନ୍ଦା କାଳିଆପାଣି ମାଇନ୍ସ ରୁ ଆସିଥିଲା ୫ ଟି ୬ ଚକିଆ ଟ୍ରକ୍। ଜାରକାରେ କ୍ରୋମାଇଟ କାଢି ମାଟି ମିଶା ଯାଇଥିବା ସୂଚନା। ୪ ଟି ଗାଡ଼ିକୁ ଜବତ କରି  ବନ୍ଦର ସିଆଇଏସ‌ଏଫ ପୋଲିକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।