ଭୁବନେଶ୍ବର,୯।୧୨ : ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ବଡ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିଛି । ଭାରତ ପାଇଁ ଏହି ବିଜୟ ଗର୍ବର ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
The Barabati Stadium came alive tonight with the kind of cricket that makes the whole country cheer.
— Mohan Charan Majhi (@MohanMOdisha) December 9, 2025
Congratulations to Team India on a brilliant victory over South Africa. The passion and sportsmanship on display were truly inspiring.
For decades, Barabati has been a stage for…
ଦଶନ୍ଧି ଧରି ବାରବାଟୀ ଅବିସ୍ମରଣୀୟ କ୍ରିକେଟ୍ ମୁହୂର୍ତ୍ତର ଏକ ମଞ୍ଚ ହୋଇ ରହିଛି। ଆଜିର ଏହି ବିଜୟ ପୁଣି ଥରେ ଷ୍ଟାଡିୟମର ଗୌରବମୟ ଐତିହ୍ୟକୁ ପୁନର୍ଜୀବିତ କରିବା ପରି ଅନୁଭବ ହୋଇଛି। ପ୍ରଶାସନ, କ୍ରୀଡା ସଂଗଠନ ଏବଂ ସ୍ୱେଚ୍ଛାସେବକମାନଙ୍କ ସମନ୍ୱିତ ପ୍ରୟାସକୁ ମୁଖ୍ୟମନ୍ତ୍ର ପ୍ରଶଂସା କରିଛନ୍ତି।