ଭୁବନେଶ୍ୱର,୨୩।୧୦ : ଆସନ୍ତା ୨୪ ତାରିଖ ରାତିରେ ଓ ୨୫ ତାରିଖ ସକାଳେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବ। ବାତ୍ୟା ସମୟରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ବ୍ୟବସ୍ଥା କରାଯାଇଛି। ବାତ୍ୟା୍ଯା ‘ଦାନା’ ପାଇଁ କଣ୍ଟ୍ରୋଲ୍ ରୁମ୍ ଜାରି କରାଯାଇଛି। ୧୪ ଜିଲ୍ଲା ପାଇଁ ହେଲପ ଲାଇନ ନଂ ଜାରି କରାଯାଇଛି।
ବାଲେଶ୍ବର- କଣ୍ଟ୍ରୋଲ୍ ରୁମ୍ – ୦୬୭୮୨ ୨୬୨୨୮୬, ୦୬୭୮୨-୨୬୧୦୭୭
ମୟୂରଭଞ୍ଜ- କଣ୍ଟ୍ରୋଲ୍ ରୁମ୍- 06792-252759, 06792-252941
ଭଦ୍ରକ-କଣ୍ଟ୍ରୋଲ୍ ରୁମ୍ -06784- 251881
ଯାଜପୁର- କଣ୍ଟ୍ରୋଲ୍ ରୁମ୍ -06728- 222648
କେନ୍ଦ୍ରାପଡା- କଣ୍ଟ୍ରୋଲ୍ ରୁମ୍ -06727- 232803
କେନ୍ଦୁଝର- କଣ୍ଟ୍ରୋଲ୍ ରୁମ୍ -06766- 255437
ଜଗତସିଂହପୁର- କଣ୍ଟ୍ରୋଲ୍ ରୁମ୍- 06724-220368
କଟକ- କଣ୍ଟ୍ରୋଲ୍ ରୁମ୍ -0671- 2507842
ଢେଙ୍କାନାଳ -କଣ୍ଟ୍ରୋଲ୍ ରୁମ୍-06762- 226507,06762-221376
ଅନୁଗୁଳ- କଣ୍ଟ୍ରୋଲ୍ ରୁମ୍ -06764- 230980
ପୁରୀ-କଣ୍ଟ୍ରୋଲ୍ ରୁମ୍ -06752-223237
ଖୋର୍ଦ୍ଧା- କଣ୍ଟ୍ରୋଲ୍ ରୁମ୍ -06755- 220002
ଗଞ୍ଜାମ- କଣ୍ଟ୍ରୋଲ୍ ରୁମ୍ -06811- 263978
ନୟାଗଡ- କଣ୍ଟ୍ରୋଲ୍ ରୁମ୍ -06753- 252978
ବିଏମସି (ଭୁବନେଶ୍ୱର) ଟୋଲ୍ ଫ୍ରି ନଂ – ୧୯୨୯