ନିମବାହାଳି,୧୭/୬: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ୫୫ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ହଳଦିଆବାହାଳସ୍ଥିତ ଆମ୍ବ ବଗିଚା ଭିତରୁ ମୃତଦେହ ପୁଲିସ ଜବତ କରିଛି। ପୁଲିସ ମୃତଦେହକୁ ଉଦ୍ଧାର ପରେ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟକୁ ପଠାଇଛି। ମୃତଦେହକୁ ଚିକିତ୍ସାଳୟ ମର୍ଚୁରୀରେ ସରଂକ୍ଷିତ ରଖାଯାଇଛି। ଯୁବକଙ୍କ ଆନୁମାନିକ ବୟସ ୩୦ ରୁ ୩୫ ମଧ୍ୟରେ ହେବ। ଯୁବକଙ୍କ ନିକଟରୁ ପୁଲିସ ଏକ ମୋବାଇଲ ଫୋନ ଜବତ କରିଥିବା ବେଳେ ଯୁବକଙ୍କ ପରିଚୟ ମିଳି ପାରିନାହିଁ। ପୁଲିସ ଏନେଇ ତଦନ୍ତ ଜାରି ରଖିଛି।

କଂଗ୍ରେସର ପ୍ରେସମିଟ୍, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲ...