ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଯମୁନାରେ ସ୍ନାନ ପରେ ବିଗିଡ଼ିଲା ବିରେନ୍ଦ୍ର ସଚଦେବାଙ୍କ ସ୍ୱାସ୍ଥ୍ୟ , ହସ୍ପିଟାଲରେ ହେଲେ ଭର୍ତ୍ତି

Published By : Prameya | October 26, 2024 6:20 PM

ନୂଆଦିଲ୍ଲୀ – ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବାଙ୍କର ଆଜି( ଶନିବାର) ହଠାତ୍‌ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି, ଯାହା ପରେ ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ତାଙ୍କର ସ୍କିନ୍‌ ଇନଫେକ୍ସନ ସମସ୍ୟା ସହ ନିଃଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି। ଏହି ଖବର ଏମିତି ସମୟରେ ସାମନାକୁ ଆସିଛି , ଯେତେବେଳେ ନିକଟରେ ବିରେନ୍ଦ୍ର ସଚଦେବା ଯମୁନା ନଦୀର ଦୂଷିତ ପାଣିରେ ବୁଡ଼ ଦେଇଥିଲେ।  

ବିରେନ୍ଦ୍ର ସଚଦେବା ଏହି ବୁଡ଼ ବିରୋଧ ପ୍ରଦର୍ଶନ କରିବା ପୂର୍ବକ ଦେଇ ଥିଲେ। ତାଙ୍କର ବୁଡ଼ ଦେବାର ଫଟୋ ମଧ୍ୟ ସାମନାକୁ ଆସି ଥିଲା। କୁହାଯାଉଛି ଯେ ,ଯମୁନାରେ ବୁଡ଼ ଲଗାଇବା ପରେ ବିରେନ୍ଦ୍ର ସଚଦେବାଙ୍କୁ ଶରୀରରେ କୁଣ୍ଡାଇ ହେବା ଓ ନିଃଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ଏହାପରେ ଆଜି ( ଶନିବାର) ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଏହା ପୂର୍ବରୁ ଦିଲ୍ଲୀ ବିଜେପି ବିରେନ୍ଦ୍ର ସଚଦେବାଙ୍କ ସ୍ୱାସ୍ଥ୍ୟର ସୂଚନା ଦେଇ କହିଥିଲା କି , ଯମୁନାରେ ବୁଡ଼ ଲଗାଇବା ପରେ ତାଙ୍କୁ ଅନେକ ପ୍ରକାରର ସମସ୍ୟା ହୋଇଥିଲା। ପାର୍ଟି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ କହିଥିଲେ , ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା ଆଜି (ଶନିବାର) ଦିଲ୍ଲୀ ସରକାରଙ୍କର ୮୫୦୦ କୋଟି ଟଙ୍କାର ଯମୁନା ସଫେଇ ଘୋଟାଲାକୁ ଜାଗ୍ରତ କରି ଯମୁନାମାତାରେ ବୁଡ଼ ଲଗେଇ ଦିଲ୍ଲୀ ସରକାରର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ, କାରଣ ଅରବିନ୍ଦ କେଜ୍ରିୱାଲ ଓ ଆତିଶୀଙ୍କ ସରକାର ଯମୁନାର ସଫେଇ ପାଇଁ ୮୫୦୦ କୋଟି ଟଙ୍କା ଲୁଟି ନେଇଛନ୍ତି , କିନ୍ତୁ ନଦୀକୁ ସଫା କରି ନାହାନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.