ପ୍ରମୂଖ ଖବର
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ସେକେଣ୍ଡ ଓ୍ବିକେଣ୍ଡ ଏଣ୍ଟ୍ରିରେ ବଢିଲା ‘ଦେବରା’ର କଲେକ୍ସନ

Published By : Gurupada Nath | October 5, 2024 8:54 PM

ନୂଆଦିଲ୍ଲୀ, ୫/୧୦ : ଜୁନିୟର ଏନଟିଆର, ସୈଫ ଅଲ୍ଲୀ ଖାନ ଏବଂ ଜାହ୍ନବୀ କପୁରଙ୍କ ଫିଲ୍ମ ‘ଦେବରା ପାର୍ଟ ୧’ ଆଜି ନିଜ ଦ୍ବିତୀୟ ଓ୍ବିକେଣ୍ଡରେ ଏଣ୍ଟ୍ରି କରି ସାରିଛି । ୨୭ସେପ୍ଟେମ୍ବରରେ ରିଲିଜ ହୋଇଥିବା ଫିଲ୍ମ ଭଲ ଓପନିଂ କଲେକ୍ସନ କରିଥିଲା । ପ୍ରଥମ ଦିନ ୮୨.୫କୋଟିରୁ ଖାତା ଖୋଲିଥିବା ଫିଲ୍ମ ଦ୍ବିତୀୟ ଦିନ ୩୮.୨କୋଟି, ତୃତୀୟ ଦିନ ୩୯.୯କୋଟି ଏବଂ ଚତୁର୍ଥ ଦିନ ୧୨.୭୫କୋଟି କଲେକ୍ସନ କରିଥିଲା । ଫିଲ୍ମ ୫ମ, ୬ଷ୍ଠ, ୭ମ ଦିନ ୧୪କୋଟି, ୨୧କୋଟି ଏବଂ ୭.୨୫କୋଟି ଟଙ୍କା କଲେକ୍ସନ କରି ନିଜ ସ୍ଥିତି ମଜବୁତ ରଖିଥିଲା । 

ଫିଲ୍ମର ୮ମ ଦିନ କଲେକ୍ସନର କଥା ଯଦି ଆମେ କହିବା ତେବେ ଫିଲ୍ମ ୬କୋଟି ଟଙ୍କା କଲେକ୍ସନ କରିଥିଲା ଏବଂ ଏହାସହ ବଲିଉଡ଼ ଫିଲ୍ମ ‘ଫାଇଟର’କୁ ଘରୋଇ ବକ୍ସ ଅଫିସର ରେକର୍ଡ଼ ଯାହା ୨୧୨.୫କୋଟି ଥିଲା ତାହାକୁ ଭାଙ୍ଗି ଦେଇଛି ।

‘ଦେବରା-ପାର୍ଟ ୧‘ ମୂଳ ତେଲୁଗୁ ଆକ୍ସନ- ଥ୍ରୀଲର ଫିଲ୍ମ ଅଟେ । ଯାହାକୁ ହିନ୍ଦୀ ସମେତ କେତେକ ଅନ୍ୟ ଭାରତୀୟ ଭାଷା ଯେମିତି କି ତାମିଲ, କନ୍ନଡ଼ ଏବଂ ମାଲାୟଲମରେ ରିଲିଜ କରାଯାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.