ଭୁବନେଶ୍ବର,୧୬।୮ : ରାଜ୍ୟର ୭ ଜିଲ୍ଲାରେ ୧୨ ନୂଆ ଏନଏସି  ପାଇଁ ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଛି । ଅନୁଗୁଳ, ସୁବର୍ଣ୍ଣପୁର, ବାଲେଶ୍ବର, ମୟୂରଭଞ୍ଜ, ରାୟଗଡା, ସମ୍ବଲପୁର, ଭଦ୍ରକ ଜିଲ୍ଲାରେ ଏନଏସି ପାଇଁ   ଶନିବାର ନଗର ଉନ୍ନୟନ ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି। 

ଅନୁଗୁଳର ଜିଲ୍ଲାର ପାଲଲହଡା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ବରର ସିମୁଳିଆ ଓ  ବସ୍ତା , ମୟୂରଭଞ୍ଜର ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡା,   ରାୟଗଡା ଜିଲ୍ଲାର ବିଷମ କଟକ,  ସମ୍ବଲପୁରର  ବାମରା ଓ ରେଙ୍ଗାଳୀ, ଭଦ୍ରକର ତିହିଡି ଓ ଧୁଷୁରିକୁ ଏନଏସି ଘୋଷଣା ପାଇଁ ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଛି।