ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭୁବନେଶ୍ୱରରେ ଡ୍ରିମ୍ ଗାର୍ଲ ହେମାଳିନୀ, ଆସନ୍ତାକାଲି ବୃନ୍ଦାବନ ମହୋତ୍ସବରେ ହେବେ ସାମିଲ୍

Published By : Prameya | March 13, 2025 11:42 AM

ଭୁବନେଶ୍ୱର ୧୩/୦୩: ଓଡ଼ିଶାରେ ବଲିଉଡର ଡ୍ରିମ୍ ଗାର୍ଲ ହେମାଳିନୀ। ବୃନ୍ଦାବନ ମହୋତ୍ସବରେ ଯୋଗଦେବା ପାଇଁ ଭୁବନେଶ୍ବରରେ ଅଭିନେତ୍ରୀ ହେମାଳିନୀ। ଗୁରୁକୁଳ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସହଯୋଗରେ ଆସନ୍ତାକାଲି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ସାମିଲ୍ ହେବେ। ସେହିପରି ହୋଲି ରଙ୍ଗ ଉତ୍ସବରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଅନୁଯାଇ, ଆଜି ଭୁବନେଶ୍ବରରେ ପହଞ୍ଚିଥିଲେ ହେମାଳିନୀ। ସେ ପଦ୍ମଭୂଷଣ, ପଦ୍ମ ବିଭୁଷଣ ହରିପ୍ରସାଦ ଚୌରାଶିଆଙ୍କୁ ଭେଟିବା ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ସେଠାରେ ବୃକ୍ଷରୋପଣ କରିଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.