ମେଷ : ଷଷ୍ଠ ଚନ୍ଦ୍ର ସମ୍ମାନ ପ୍ରାପ୍ତି, ଅର୍ଥଲାଭ, କାର୍ଯ୍ୟସିଦ୍ଧି, ସାମାନ୍ୟ ଶରୀର ପୀଡ଼ା, ଯାତ୍ରା ଶୁଭ । ଶୁଭ ପ୍ରାପ୍ତି ।
ଶୁଭ ରଙ୍ଗ- ନାଲି, ଗୋଲାପି, ଧଳା, ହଳଦିଆ ।
ବୃଷ : ପଞ୍ଚମ ଚନ୍ଦ୍ର, ଘାତ ଚନ୍ଦ୍ର, ଅର୍ଥନାଶ, ଯାତ୍ରା କଷ୍ଟ, ସମ୍ମାନ ବାଧ, ଦ୍ରବ୍ୟହୀନ, ଅଶୁଭ ଫଳ ପ୍ରାପ୍ତି ।
ଶୁଭ ରଙ୍ଗ- ଧଳା, ସିଲ୍ଭର ।
ମିଥୁନ : ଚତୁର୍ଥ ଚନ୍ଦ୍ର, ମନ ବ୍ୟାକୁଳ, ଯାତ୍ରା ଅଶୁଭ, ହଠାତ୍ ଖର୍ଚ୍ଚ ଯୋଗ, ପାରିବାରିକ ଅଶାନ୍ତି, କଳହ ଭୟ ।
ଶୁଭ ରଙ୍ଗ- ଧଳା, ସବୁଜ, ହଳଦିଆ ।
କର୍କଟ : ତୃତୀୟ ଚନ୍ଦ୍ର, ଅର୍ଥ ଲାଭ, ରାଜନୀତି କ୍ଷେତ୍ରରେ ଉନ୍ନତି, ବନ୍ଧୁ ଦର୍ଶନ, ଜନ ସମ୍ପର୍କ ବୃଦ୍ଧି, କର୍ମ କ୍ଷେତ୍ରରେ ସମ୍ମାନ ଲାଭ ।
ଶୁଭ ରଙ୍ଗ - ଧଳା, ସିଲ୍ଭର ।
ସିଂହ : ଦ୍ୱିତୀୟ ଚନ୍ଦ୍ର, ସହଯୋଗ ପ୍ରାପ୍ତି, ସାମାନ୍ୟ ଅର୍ଥଲାଭ, ଦୂରଯାତ୍ରା, କର୍ମେ ପ୍ରସନ୍ନତା, ସାମାନ୍ୟ ପାରିବାରିକ ଓ ମାନସିକ ଅଶାନ୍ତି ଘଟିପାରେ ।
ଶୁଭ ରଙ୍ଗ- ନାଲି, ହଳଦିଆ, ନାରଙ୍ଗୀ ।
କନ୍ୟା : ଶ୍ରୀଚନ୍ଦ୍ର, ଅର୍ଥଲାଭ, ଦେବ ଦର୍ଶନ ଶୁଭ, ବନ୍ଧୁ ସାହାଯ୍ୟ ପ୍ରାପ୍ତି, ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରିପାରନ୍ତି । ଧାତୁ, ବସ୍ତୁ ଲାଭ ଘଟିପାରେ । କୋର୍ଟ କଚେରି ମାମଲାରେ ଜୟଯୁକ୍ତ ।
ଶୁଭ ରଙ୍ଗ- ସବୁଜ, ହଳଦିଆ, ଧଳା ।
ତୁଳା : ବ୍ୟୟ ଚନ୍ଦ୍ର, ବ୍ୟୟ ବୃଦ୍ଧି, ହଠାତ୍ ଶରୀର ପୀଡ଼ା, ଯାତ୍ରା ଯୋଗ, ଖର୍ଚ୍ଚ ଯୋଗ ଆସିପାରେ । ବିଶେଷ ଶୁୂଭ ଫଳଦାୟକ ନୁହେଁ ।
ଶୁଭ ରଙ୍ଗ- ଧଳା, ସିଲ୍ଭର ।
ବିଛା : ଏକାଦଶୀ ଚନ୍ଦ୍ର, ରାଜସମ୍ମାନ ଯୋଗ, କର୍ମରେ ଉଚ୍ଚପଦ ପ୍ରାପ୍ତି, କର୍ମେ ପ୍ରସନ୍ନତା, ଭୂମିଜେ ଯାନବାହନ ଯୋଗ, ବନ୍ଧୁମିଳନ, ଆନନ୍ଦ ଉତ୍ସବରେ ଯୋଗଦାନ । ଶୁଭ ଫଳ ।
ଶୁଭ ରଙ୍ଗ-ନାଲି, ନାରଙ୍ଗୀ, ହଳଦିଆ ।
ଧନୁ : ଦଶମ ଚନ୍ଦ୍ର, କାର୍ଯ୍ୟରେ ସଫଳ, ଅର୍ଥପ୍ରାପ୍ତି, କର୍ମରେ ପଦୋନ୍ନତି, କୋର୍ଟ କଚେରି ମାମଲାରେ ଜୟଯୁକ୍ତ, ଆକସ୍ମିକ ଅର୍ଥପ୍ରାପ୍ତି ।
ଶୁଭ ରଙ୍ଗ- ହଳଦିଆ, ଧଳା, ନାରଙ୍ଗୀ ।
ମକର : ନବମ ଚନ୍ଦ୍ର, ବନ୍ଧୁମିଳନ, ଶୁଭ କର୍ମରେ ବ୍ୟୟ, ସାମାନ୍ୟ ଅଶାନ୍ତି ଘଟିପାରେ । ଯାତ୍ରାର ସଫଳତା ପ୍ରାପ୍ତି ।
ଶୁଭ ରଙ୍ଗ-କଳା, ସିଲ୍ଭର, ଧୂସର ।
କୁମ୍ଭ : ପଞ୍ଚମ ଚନ୍ଦ୍ର, ଅଶୁଭ, ଖର୍ଚ୍ଚ ଯୋଗୁ ଉଦର ପୀଡ଼ା, ଯାନବାହନ ଯାତ୍ରାରେ ସତର୍କତା, କର୍ମରେ ଶତ୍ରୁ ସଂହାର ।
ଶୁଭ ରଙ୍ଗ- କଳା, ସିଲ୍ଭର, ଆକାଶିଆ ।
ମୀନ : ସପ୍ତମ ଚନ୍ଦ୍ର, ଶୁଭ, ମାନ ସମ୍ମାନ ବୃଦ୍ଧି, କାର୍ଯ୍ୟରେ ସଫଳତା, ମନ ପ୍ରଫୁଲ୍ଲ, ବନ୍ଧୁ ଦର୍ଶନ ଯୋଗ, ନାନାଦି ଶୁଭ ଫଳପ୍ରାପ୍ତି ।
ଶୁଭ ରଙ୍ଗ-ନାଲି, ହଳଦିଆ, ଧଳା ।